Dr. Ella Rani Pattnaik

Dr. Ella Rani Pattnaik

16-03-2024

It is with heavy hearts that we bid farewell to one of our most cherished educators and human beings. Your eloquence and compassion touched countless lives, and your absence will be deeply felt. May your soul find eternal peace, and may your memory continue to inspire us all. We extend our heartfelt condolences to your family, and may they find solace and strength during this difficult time. You will be dearly missed, Madam. With deepest sympathies, The Teaching Faculty of Khallikote Unitary University

Maheswar Mahanty

Maheswar Mahanty

07-11-2023

Life History, India extend there heartfelt condolences on the passing of Maheswar Mahanty, former MLA of Puri. May his contributions and memory be honored and may his family find strength during this difficult time

MLA Surya Narayan Patra

MLA Surya Narayan Patra

02-09-2023

According to sources, Patra passed away around 7.31 pm on Saturday at a hospital located in the capital city. He held the position of a Member of the Legislative Assembly (MLA) representing the Digapahandi Assembly Constituency. Surya Narayan Patra, a prominent figure in the Biju Janata Dal (BJD), has held ministerial positions across many sectors over his extensive political career, which has spanned over three decades. He has been elected as a Member of the Legislative Assembly on seven separate occasions. He served as a Member of the Legislative Assembly (MLA) for four consecutive terms representing the Mohana constituency, and for three consecutive terms representing the Digapahandi constituency in the Ganjam district. The Indian Life History Organisation expressed profound sorrow on Saturday at the passing of former speaker Surya Narayan Patro.

ପଣ୍ଡିତ ବିଶିକେସନ ଶାସ୍ତ୍ରୀ

ପଣ୍ଡିତ ବିଶିକେସନ ଶାସ୍ତ୍ରୀ

27-06-2023

ଗତକାଲି ଓଡିଶା ଆର୍ଯ୍ୟସମାଜର ଗୌରବ, ବରିଷ୍ଠ ବିଦ୍ବାନ, ସୁଲେଖକ, ବେଦ ପ୍ରଚାରକ ପଣ୍ଡିତ ବିଶିକେସନ ଶାସ୍ତ୍ରୀ ଇହଧାମ ତ୍ଯାଗ କଲେ। ଈଶ୍ବର ତାଙ୍କର ପୂଣ୍ୟାତ୍ମାକୁ ସଦ୍ଗତି ପ୍ରଦାନ କରନ୍ତୁ... Vedic Vichar II Arya Samaj

स्व.कवलदेई देवी

स्व.कवलदेई देवी

20-04-2023

आज 20/04/2023 सायं 04:05 पर मेरी जन्मदात्री मां स्व.कवलदेई देवी हमें छोड़कर परलोक सिधार गयीं, कल प्रात:08:00 पर ग्राम प्यारेपुर से पार्थिव शरीर अन्त्येष्टि संस्कार हेतु मुक्तिधाम (दोहरीघाट) के लिए प्रस्थान करेगीं (मेरी मां मेरे पास सब कुछ है लेकिन आप नहीं,) OMM SHANTI #LIFE HISTORY CONDOLENCE

ଦେବାଶିଷ ବିଶ୍ୱାଳ

ଦେବାଶିଷ ବିଶ୍ୱାଳ

20-04-2023

ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ । ସହିଦଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ଅଛନ୍ତି । ସେନା ବାହିନୀର ଗାଡ଼କୁ ଆତଙ୍କବାଦୀ ଗ୍ରେନେଡ୍ ମାଡ଼ କରିଥିବା ଗାଡ଼ି ଜଳି ଯାଇଥିଲା । ସହିଦ ହୋଇଥିବା ଓଡ଼ିଆ ଯବାନଙ୍କ ଘର ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଖଣ୍ଡାୟତ ସାହିରେ । ଦେବାଶିଷ ବିଶ୍ୱାଳ ସହିଦ ହୋଇଥିବା ଜଣାପଡ଼ିବା ପରେ ପୂରା ଗାଁ ସ୍ତବ୍ଧ ହୋଇଯାଇଛି ।

आचार्य विद्यादेव जी

आचार्य विद्यादेव जी

10-04-2023

मेरे आदरणीय श्रद्धेय गुरुवर्य वेद,संस्कृत एवं व्याकरणाचार्य अत्यंत तपस्वी बाल ब्रह्मचारी आचार्य विद्यादेव जी आज हमारे मध्य नहीं रहे। अनेकों गुरुकुलों मे आचार्य पद पर प्रतिष्ठित हुए।अत्यंत सादगी पूर्ण जीवन जीते हुए आपने हजारों व्याकरणशास्त्र के विद्वान राष्ट्र को समर्पित किए। महर्षि दयानंद की विचारधारा को आपने अपने जीवन का लक्ष्य बनाया। ऐसे महामना को सश्रद्ध श्रद्धांजलि...ओ३म् शान्ति:शान्ति:शान्ति: Life History condolence

ଶ୍ରୀ ନୃସିଂହ ଚରଣ ନାୟକ

ଶ୍ରୀ ନୃସିଂହ ଚରଣ ନାୟକ

18-01-2020

ଯାହାଙ୍କର ଆଦର୍ଶ, ଦିଗ୍ଦର୍ଶନ, ଆଶୀର୍ବାଦ, ଅନୁଶାସନ ଓ ପ୍ରେରଣାକୁ ପାଥେୟକରି ଅଖ୍ୟାତ କଲରାବାଙ୍କର ଏକ ବାପଛେଉଣ୍ଡ ଶିଶୁଶ୍ରମିକ ଆଜି "ଅଚ୍ୟୁତ ସମାନ୍ତ", ସେଇ ପୁଣ୍ୟାତ୍ମା ଶିକ୍ଷକ ତଥା ମୋର ଆଦ୍ୟଗୁରୁ ଶ୍ରୀ ନୃସିଂହ ଚରଣ ନାୟକ ମୋତେ ଆଉଥରେ ଛେଉଣ୍ଡକରି ଆରପାରିକୁ ଚାଲିଗଲେ। ସାର !ଆପଣଙ୍କ ଋଣ ଶତଜନ୍ମରେ ବି ଅସୁଝା ରହିଥିବ। ପ୍ରଣାମ ଗୁରୁ। ତାଙ୍କ ଅମରଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଓଁ ଶାନ୍ତି! Life History condolence

ଦୁଃଶାସନ ସେନାପତି

ଦୁଃଶାସନ ସେନାପତି

21-03-2023

ସୋହେଲା ବ୍ଲକ ଛୁରିଆପାଲି ପଞ୍ଚାୟତ ଅନ୍ତର୍ଗତ ସରଧାପାଲି ଗ୍ରାମର ଦୁଃଶାସନ ସେନାପତିଙ୍କ ଅକାଳ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ । ସ୍ବର୍ଗତ ସେନାପତି ଘେଁସ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ । ସେ ଜଣେ ନିଷ୍ଠାପର ଶିକ୍ଷକ, ସରଳ ଓ ଅମାୟିକ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ତାଙ୍କ ବିୟୋଗରେ ଆମ ଅଞ୍ଚଳ ଜଣେ ଭଲ ଶିକ୍ଷାବିତଙ୍କୁ ହରାଇଲା । ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି । ଓଁ ଶାନ୍ତି ।

 ଡଃ ହୁସେନ ରବି ଗାନ୍ଧୀ

ଡଃ ହୁସେନ ରବି ଗାନ୍ଧୀ

28-01-2023

ଯାଜପୁରର ଗର୍ବ ଓ ଗୌରବ ତଥା ବିଶିଷ୍ଟ ଲେଖକ, କବି ଓ ରାଜନେତା ଡଃ ହୁସେନ ରବି ଗାନ୍ଧୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ଏହି ଦୁଃଖଦ ସମୟରେ ପ୍ରଭୁ ଜଗନ୍ନାଥ ତାଙ୍କର ପରିବାର କୁ ଧର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ଏହାହିଁ ମୋର ପ୍ରାର୍ଥନା। ଓଁ ଶାନ୍ତି I life History condolence