Debabrata Tripathy

Debabrata Tripathy

05-04-2023

ମୋ ପଞ୍ଚାୟତ ର ବରିଷ୍ଠ କଂଗ୍ରେସ ନେତା ସ୍ବର୍ଗତ ଦେବବ୍ରତ ତ୍ରିଫାଠୀ ଆମ ସମସ୍ତ ଙ୍କ ପ୍ରିୟ (ବାଇଆ ନନା) ଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଏରଡଙ୍ଗା ପଞ୍ଚାୟତ ର ବିକାଶ ଦିଗରେ ତାଙ୍କର ମହତ ଉଦ୍ୟମ କାଳ କାଳକୁ ପ୍ରଭାବିତ କରିବ । ଅମର ଆତ୍ମାର ସଦଗତି କାମନା କରୁଛି । ଓଁ ଶାନ୍ତି I life History condolence

ଗୋରେଖନାଥ ପୂଜାରୀ

ଗୋରେଖନାଥ ପୂଜାରୀ

10-04-2023

ଆଉ ଏ ଦୁନିଆରେ ନାହାନ୍ତି.. ପୂର୍ବତନ ବ୍ଲକ ଅଧକ୍ଷ୍ୟ ଓ ପୂର୍ବତନ ଜମାଦାରପଡା ଗ୍ରାମ ପଂଚାୟତ ସମିତି ସଭ୍ୟ ଗୋରେଖନାଥ ପୂଜାରୀ.. ଭଗବାନଙ୍କ ଠାରେ ପ୍ରାର୍ଥନା କି ତାଙ୍କ ଅମର ଆତ୍ମାର ସଦଗତି ହେବା ସହ ଶୋକାକୁଳ ପରିବାର ବର୍ଗଙ୍କୁ ଅସୀମ ସାହସ ଓ ଧ୍ଵର୍ଯ୍ୟ ପ୍ରଦାନ କରନ୍ତୁ Iଓଁ ଶାନ୍ତି II LIFE HISTORY CONDOLENCE II LIFEHIST.COM

ଶିବ ଶଙ୍କର ଶୁକ୍ଳା

ଶିବ ଶଙ୍କର ଶୁକ୍ଳା

09-04-2023

ରବିବାର ମଧ୍ୟରାତ୍ରୀ ପ୍ରାୟ ୧୨.୩୦ ଟାରେ ବାମରା ଅଞ୍ଚଳର ବହୁ ଜଣାଶୁଣା ତଥା ସବୁଠୁ ବୟୋଜ୍ୟେଷ୍ଠ ,ବରିଷ୍ଠ ନାଗରିକ ଶିବ ଶଙ୍କର ଶୁକ୍ଳା(୯୭) ଇହଧାମ ତ୍ୟାଗ କରିଛନ୍ତି । ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଅଛୁ । lifehist.com

Sri Subash Chandra Mishtry

Sri Subash Chandra Mishtry

07-04-2023

Deeply Saddened to know about the Sad demise of Sri Subash Ch Mishtry, Ex Zillaparishad Member of Raighar block. My deepest Condolences to his family and friends. May his departed soul rest in peace. Life History condolence II www.lifehist.com

Bhupendra Kumar Dash

Bhupendra Kumar Dash

04-04-2023

Bhupendra Kumar Dash ଭୁପେନ୍ଦ୍ର କୁମାର ଦାଶଙ୍କ ବିୟୋଗରେ ଆମେ ମର୍ମାହତ, ଭଗବାନ ଏହି ଦୁଃଖଦ ପରିସ୍ଥିତିରେ ତାଙ୍କ ପରିବାର ପ୍ରତି ସାହସ ଦିଅନ୍ତୁ !! Life History condolence II lifehist.com

ବିରେନ୍ଦ୍ର ପାଣ୍ଡେ

ବିରେନ୍ଦ୍ର ପାଣ୍ଡେ

19-03-2023

ଝାରସୁଗୁଡା:  ଝାରସୁଗୁଡାର ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେଙ୍କ ପରଲୋକ । ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। 74 ବର୍ଷ ବୟସରେ ପରଲୋକ ହୋଇଛି।  ତିନି ଥର  ଝାରସୁଗୁଡା ବିଧାନସଭା ଆସନରୁ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ । ସମ୍ବଲପୁର ଗଙ୍ଗାଧର ମେହେର କଲେଜ ରୁ ପ୍ରଥମେ MA ଓ ପରେ LLB କରିଥିଲେ । ବିଧାୟକ ଭାବରେ ପ୍ରଥମେ 1980 ରୁ 1985, ଦ୍ଵିତୀୟ ଥର 1985 ରୁ 1990 ଓ ତୃତୀୟ ଥର 1995 ରୁ 2000 ପର୍ଯ୍ୟନ୍ତ ବିଧାୟକ ଥିଲେ । Life History condolence. www.lifehist.com

Rani Rasa Manjari Devi

Rani Rasa Manjari Devi

26-02-2023

Tigiriya Gada Queen Rasa Manjari Devi Passed away on 26th February 2023 (Sunday). She was a former MLA. God may Peace her Rest of Soul. Lifehist.com

ଶ୍ରୀ ଗିରିଜା ଶଙ୍କର ଚୌହାନ

ଶ୍ରୀ ଗିରିଜା ଶଙ୍କର ଚୌହାନ

24-01-2023

ଆଜି ଏକ ସଡ଼କ ଦୁର୍ଘଣାରେ ସୋହେଲା ବ୍ଲକ ଟୁଙ୍ଗିବନ୍ଧଲି ଗ୍ରାମର ଶ୍ରୀ ଗିରିଜା ଶଙ୍କର ଚୌହାନଙ୍କ ଅକାଳ ମୃତ୍ୟୁ ଖବର ପାଇ ମୁଁ ମର୍ମାହତ। ସ୍ବର୍ଗତ ଚୌହାନ ଛୁରିଆପାଲି ପଞ୍ଚାୟତରେ ଥରେ ସରପଞ୍ଚ ଭାବରେ ଆଉ ଥରେ ସମିତି ସଭ୍ୟ ଭାବରେ ଏବଂ ଟୁଙ୍ଗିବନ୍ଧଳି ପଞ୍ଚାୟତର ପ୍ରଥମ ସରପଞ୍ଚ ଭାବରେ ନିର୍ବାଚିତ ହୋଇ ନିଷ୍ଠାପର ଭାବରେ ଲୋକଙ୍କ ସେବା କରିଥିଲେ । ଏବେ ସେ ଘେଁସ କୃଷି ସେବା ସମବାୟ ସମିତିର ସଭାପତି ଥିଲେ । ଏହି ଦୁଃଖଦ ସମୟରେ ମୁଁ ସ୍ବର୍ଗତ ଚୌହାନଙ୍କ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରୁଛି ଓ ସ୍ବର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି । ଓଁ ଶାନ୍ତି ।

ଶ୍ରଯୁକ୍ତ ସହଦେବ ସାହୁ

ଶ୍ରଯୁକ୍ତ ସହଦେବ ସାହୁ

22-02-2023

ବହୁତ ଦୁଃଖର ବିଷୟ । ଠକପରା ପାଇଁ ଆଜି ଅପୂର୍ଣ୍ଣ କ୍ଷତି ଘଟିଛି ।ଅବସର ପ୍ରାପ୍ତ ତଥା ପଶ୍ଚିମ ଓଡ଼ିଶାର ହଳଦୀ ତେଲି ସମାଜ ଶୀର୍ଷ ସଭାପତି ଶ୍ରଯୁକ୍ତ ସହଦେବ ସାହୁ ଙ୍କ ଆଜି ଦେହାନ୍ତ ହୋଇ ଯାଇଛି ।ସାମାଜିକ ସଂଗଠନ କୁ ସୁଦୃଢ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି ତାଙ୍କର ମୃତ୍ୟୁ ଆମ ସମାଜ ପାଇଁ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ସେ ଆମ ଗ୍ରାମ ରେ ରାମନବମୀ , କାର୍ତ୍ତିକ ପୂର୍ଣ୍ଣିମା ତଥା ବହୁତ ମହତକାର୍ଯ୍ୟ ମାନ କରିଥିଲେ ଓ ଉପଦେଶ ଦେଉଥିଲେ ।ତାହା ଆମ ପାଇଁ ପ୍ରେରଣା ଦୟକା। ତାଙ୍କ ସ୍ଥାନ ଅପୂରଣୀୟ । ତାଙ୍କ ଆତ୍ମା କୁ ଭଗବାନ ସଦଗତି କରନ୍ତୁ ।ଓମ୍ ଶାନ୍ତି Life History condolence

ଶ୍ରୀ ଯୋଗେଶ୍ବର ନନ୍ଦ

ଶ୍ରୀ ଯୋଗେଶ୍ବର ନନ୍ଦ

21-02-2023

ଏକ ଦୁଃଖଦ ସମ୍ଵାଦ । ଭଇଁଷା ଗ୍ରାମର ଜଣେ ନିଷ୍ଠାବାନ୍ ଓ ସମର୍ପିତ ସନାତନ ଧର୍ମ ଭଗବତ୍ ପ୍ରେମୀ ଶ୍ରୀ ଯୋଗେଶ୍ବର ନନ୍ଦ ଆଉ ଆମ ଗହଣରେ ନାହାନ୍ତି । ତାଙ୍କର ପରଲୋକ ହୋଇଯାଇଛି । ସନାତନ ସଂସ୍କୃତିର ପ୍ରଚାର ପ୍ରସାର ତାଙ୍କର ଅବିସ୍ମରଣୀୟ।ତାଙ୍କର ଆକସ୍ମିକ ନିଧନ ହୃଦୟବିଦାରକ ଓ ସ୍ତବ୍ଧକାରୀ । ପୁଣ୍ୟାତ୍ମା ଙ୍କୁ ସତ ସତ ପ୍ରଣାମ ଏବଂ ଅଶ୍ରୁପୂରିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।ଭଗବାନ ଶ୍ରୀରାମ ପୁଣ୍ୟାତ୍ମା ଙ୍କୁ ଶ୍ରୀ ଚରଣ ରେ ସ୍ଥାନ ଦିଅନ୍ତୁ। ଓଁ ଶାନ୍ତି ଓଁ ଶାନ୍ତି। Lifehist.com